ଭୁବନେଶ୍ୱର: ନବୀନଙ୍କ ହେଲିକପ୍ଟରକୁ କ୍ଲିୟରାନ୍ସ ଦେବାରେ ବିଳମ୍ବ ହୋଇଥିବା ଅଭିଯୋଗ ଘଟଣା । ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ପ୍ରତିକ୍ରିୟା । ନବୀନଙ୍କ ଫ୍ଲାଇଟ ଅପରେଟର ଫ୍ଲାଇଟ ପ୍ଲାନ ଦାଖଲ କରିନଥିଲେ । ତେଣୁ ଏୟାର ଡିଫେନ୍ସ କ୍ଲିୟରାନ୍ସ ନମ୍ବର ମିଳିନଥିଲା ା କୋଡିନେଟ କରି କୋଲକାତାରୁ ନମ୍ବର ନେଲୁ ଏଥିପାଇଁ ପ୍ରାୟ ୨୫ ମିନିଟ ବିଳମ୍ବ ହେଲା ଏକଥା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ଜାଣିଶୁଣି କ୍ଲିୟରାନ୍ସ ଦିଆଯାଇନଥିବା କହିଥିଲେ ବିଜେଡି ନେତା ଚିନ୍ମୟୀ ସାହୁ ।










