26.1 C
Bhubaneswar
Sunday, December 7, 2025
Homeଓଡିଶାଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼

ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼

ଭୁବନେଶ୍ୱର: ଛାଡଖାଇ ପାଇଁ ଆଜି ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କିଏ ଚିକେନ କିଣି ନେଉଛନ୍ତି ତ ଆଉ କିଏ ମାଛ ,ଚିଙ୍ଗୁଡି, ମଟନ, ଅଣ୍ଡା । କାର୍ତ୍ତିକ ପୂର୍ଣ୍ଣିଂମା ପରେ ଗୁରୁବାର ପଡିଥିବାରୁ ଆମିଷବଜାର ଫିକା ପଡିଥିଲା । ଆଜି ଶୁକ୍ରବାର ହେତୁ ଆମିଷ ବଜାରକୁ ଆସି ଗ୍ରାହକମାନେ ଆମିଷ ନେଉଛନ୍ତି । ଚାହିଦା ଅନୁସାରେ ଆଜି ଦାମ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି । ସକାଳୁ ସକାଳୁ ଭୁବନେଶ୍ୱର ୟୁନିଟ ୪ରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି ।କାର୍ତ୍ତିକ ମାସ ପାଇଁ ଦୀର୍ଘ ମାସେ ହେବ ଲୋକେ ଆମିଷ ଛାଡିଥିଲେ । କାର୍ତ୍ତିକ ମାସକୁ ଏକ ଧାର୍ମିକ ମାସ ଭାବେ ଲୋକେ ମାନୁଥିବାରୁ ଏହି ମାସରେ ଲୋକେ ଆମିଷଠାରୁ ଦୂରରେ ରହିଥାନ୍ତି । ଧର୍ମ ମାସରେ ଠାକୁରଙ୍କ ଶରଣରେ ରହି ପୂନ୍ୟ ଅର୍ଜନ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking