ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ ବଡ ଧରଣର ଠକେଇ ଅଭିଯୋଗ। ଚାରିଦିନ ଧରି ଚାଲିଛି ଆୟକର ବିଭାଗର ଚଢାଉ। ଭୁବନେଶ୍ୱରରେ ୧୧ଟି କାର୍ଯ୍ୟାଳୟ ଓ କଲିକତା ସ୍ଥିତ ୩ଟି କାର୍ଯ୍ୟାଳୟରେ ଚାଲିଛି ଚଢାଉ। ଆଉ ଏହି ଚଢାଉରେ ବହୁ ଜରୁରୀ ଦସ୍ତାବିଜ, ବସ୍ତା ବସ୍ତା କାଗଜ ପତ୍ର ଜବତ କରିଛନ୍ତି ଆଇଟି ଅଧିକାରୀ । ସୁଚନା ମିଳିଛି ଆକାଉଣ୍ଟଣ୍ଟାଣ୍ଟଙ୍କ ସମେତ ନିର୍ଦ୍ଦେଶକ ସମେତ ୪ ଜଣଙ୍କ ବୟାନ ରେକର୍ଡ କରିଛି ଆୟକର ବିଭାଗ। ଆଜି ୪ ନିର୍ଦ୍ଦେଶକ ସମେତ ୪ ଜଣଙ୍କ ବୟାନ ରେକର୍ଡ କରିଛି ଆୟକର ବିଭାଗ । ଆଜି ୪ ନିର୍ଦ୍ଦେଶକ ଓ ଆକାଉଣ୍ଟଣ୍ଟାଣ୍ଟଙ୍କୁ ମୁହାଁମୁହିଁ ଜେରା କରାଯିବ। ସଂସ୍ଥାର ନିର୍ଦ୍ଦେଶକ ପ୍ରକାଶ ଭୁରା ଓ ତାଙ୍କ ଭାଇ ରାକେଶ ଭୁରା, ଶରଦ ବୈଦ ଓ ତାଙ୍କ ଭାଇ ସନ୍ଦୀପ ବୈଦଙ୍କ ସହ ଆକାଉଣ୍ଟଣ୍ଟାଣ୍ଟ ପ୍ରସନ୍ନ ବେହେରାଙ୍କୁ ମୁହାଁମୁହିଁ ଜେରା କରାଯିବ ।









