28.1 C
Bhubaneswar
Wednesday, February 4, 2026
Homeଓଡିଶାମହାନଦୀରେ ଓଲଟିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମହାନଦୀରେ ଓଲଟିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଟକ: ମହାନଦୀରେ ଓଲଟିପଡ଼ିଲା ଡଙ୍ଗା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅମଙ୍ଗେଇକୁଦର ଯାତ୍ରୀ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟଭାଗରେ ଥିବା ଶୈବପୀଠକୁ ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାଇଥିଲେ ଶ୍ରଦ୍ଧାଳୁ। ତେବେ ନଦୀ କୂଳରେ ଡଙ୍ଗାଟି ଓଲଟିପଡ଼ିବାରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking