ଭୁବନେଶ୍ୱର: ଉତ୍କଳ ବିଲ୍ଡର୍ସରେ ଆଇଟି ରେଡ । ଭୁବନେଶ୍ୱର ଉତ୍କଳ ବିଲ୍ଡର୍ସ ଉପରେ ଅୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆୟକର ଫାଙ୍କିବା ଅଭିଯୋଗରେ ହୋଇଛି ଚଢାଉ । ବିଲ୍ଡର୍ସର ଏକାଧିକ ସ୍ଥାନରେ ରେଡ କରାଯାଉଥିବା ସମୟରେ ୧୮ଟି ଟିମ ମଧ୍ୟ ସାମିଲ ରହିଛନ୍ତି । ରେଡ କରୁଛନ୍ତି ଆୟକର ବିଭାଗର ୧୨୦ ଅଧିକାରୀ ।










