29.1 C
Bhubaneswar
Saturday, February 7, 2026
Homeଓଡିଶାବିଜେଡିକୁ ସମର୍ଥନ ଲୋଡ଼ିଲା ଛାତ୍ର ଓ ଯୁବ ବିଜେଡି

ବିଜେଡିକୁ ସମର୍ଥନ ଲୋଡ଼ିଲା ଛାତ୍ର ଓ ଯୁବ ବିଜେଡି

ଭୁବନେଶ୍ୱର: ନୂଆପଡ଼ାରେ ଆଜି ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ବିଶାଳ ପଥପ୍ରାନ୍ତ ସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନିର୍ବାଚନର ପ୍ରଚାର କରାଯାଇଛି । ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସୀତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜନସଭାରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଗଣେଶ୍ୱର ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ମୁନା ଖାନ୍, ବିଧାୟକ ଗୌତମବୁଦ୍ଧ ଦାସ, ଆୟୁବ ଖାନ, ରାଜେଶ ନିଗମ, ସୁବ୍ରତ ସିଂ, ଅମିତ ସିଂଦେଓ ପ୍ରମୁଖ ଯୋଗଦେଇ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ନିବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking