ବରଗଡ: ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଅତାବିରା ଥାନା କୁମେଲ ସିଙ୍ଘା ଗାଁର ଏକ ଗଛରୁ ଉଦ୍ଧାର ହୋଇଛି । ତେବେ ଯୁବକ , ଯୁବତୀ ଙ୍କୁ କିଏ ହତ୍ୟା କରିଛି କି ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏ ନେଇ ମୃତଦେହକୁ ଜବତ କରିଛି ଘଟଣାରେ ଛାନଭିନ କରୁଛି ପୋଲିସ । ମୃତକଙ୍କ ପରିବାର ଲୋକ ଏହି ଦୁଖଦ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ।










