19.1 C
Bhubaneswar
Friday, December 5, 2025
Homeଓଡିଶାଧବଳେଶ୍ୱର ବଡଓଷା: ଜଗିବେ ୧୫ ପ୍ଲାଟୁନ

ଧବଳେଶ୍ୱର ବଡଓଷା: ଜଗିବେ ୧୫ ପ୍ଲାଟୁନ

ଆଠଗଡ: ଧବଳେଶ୍ୱର ପୀଠରେ ପଞ୍ଚକ  ଓ ବଡଓଷା ପାଇଁ ପ୍ରସ୍ତୁତି କରାଯାଇଛି । ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା, ୧୪ଟି ସ୍ଥାନରେ ଟ୍ରାଫିକ ପୋଷ୍ଟ ।  ପୋଲିସର ମକଡ୍ରିଲ ପରେ କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି । ଦୁଇ ଚକିଆ  ଗାଡି ନୂଆପାଟଣା ଠକରୁ  ପାଇକରାପୁର ଷ୍ଟାଣ୍ଡକୁ ଯିବ । ୪ ଚକିଆ ଗାଡି ବିଦ୍ୟାଧର ଓ ଧବଳେଶ୍ୱର ଫାଣ୍ଡି ପଡିଆରେ ହେବ ପାର୍କିଂ ।  ଏନଏଚ ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ  ଆସିବ ୪ ଚକିଆ ଗାଡି ।  ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୨ ଅତିରିକ୍ତ ଏସପି, ୮ ଡିଏସପି, ୨୦ ଆଇଆଇସି ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ । ଓଡ୍ରାଫ, ଅଗ୍ନିଶମ ଟିମ ମୁତୟନ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking