21.1 C
Bhubaneswar
Monday, December 8, 2025
Homeଓଡିଶାରାଜା ଚକ୍ରର ଜାମିନ ଆବେଦନ ଖାରଜ

ରାଜା ଚକ୍ରର ଜାମିନ ଆବେଦନ ଖାରଜ

କଟକ: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ କେଳେଙ୍କାରୀ ମାମଲା ହାଇକୋର୍ଟରେ ଶୁଣାଣି ହୋଇଛି ।  ହାଇକୋର୍ଟରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୋଇଛି । ଅନ୍ୟ ଅଭିଯୁକ୍ତ ସୁଶାନ୍ତ ସାମଲର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି । ଏହି ମାମଲାରେ ହାଇକୋର୍ଟରେ ଉଭୟ ଜାମିନ ଆବେଦନ କରିଥିଲେ ।ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀର ଅର୍ଥ ଅନିୟମିତତା ନେଇ ଚଳିତ ବର୍ଷ ଏପ୍ରିଲ ମାସରେ ଲୋଡିଂ ଏଜେନ୍ତ୍ରୀର ସଦସ୍ୟ କେନ୍ଦୁଝର ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ କେନ୍ଦୁଝର ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାଟିକୁ ସିଆଇଡି- ସିବିକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଇଓଡବ୍ଲୁ ପଞ୍ଝାରେ ଫସିଥିଲେ ରାଜା ଚକ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking