25.1 C
Bhubaneswar
Tuesday, January 13, 2026
Homeଓଡିଶାବଢିଲା +୨ ଫର୍ମ ପୂରଣ ଅବଧି

ବଢିଲା +୨ ଫର୍ମ ପୂରଣ ଅବଧି

ଭୁବନେଶ୍ୱର: ବାତ୍ୟା ମୋନ୍ଥା ପାଇଁ +୨ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି କରାଯାଇଛି । ଅକ୍ଟୋବର ୨୮ ଥିଲା ପୂରଣ ଶେଷ ତାରିଖ ରହିଛି । ୨୦୨୬ +୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ ।କଲେଜ କର୍ତ୍ତୃପକ୍ଷଙ୍କ ନିବେଦନ ପରେ CHSE ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking