16.1 C
Bhubaneswar
Sunday, December 7, 2025
Homeଓଡିଶାମୋନ୍ଥା ମୁକାବିଲା: ବ୍ରହ୍ମପୁରରେ ୧୨୩  ଅଗ୍ନିଶମ ଟିମ

ମୋନ୍ଥା ମୁକାବିଲା: ବ୍ରହ୍ମପୁରରେ ୧୨୩  ଅଗ୍ନିଶମ ଟିମ

ଭୁବନେଶ୍ୱର: ମୋନ୍ଥା ମୁକାବିଲା ନେଇ ଚିଫ ଫାୟାର ଅଫିସର ସୂଚନା ଦେଇଛନ୍ତି ।  କହିଛନ୍ତି, ବ୍ରହ୍ମପୁର ଆରଡିସି  ସର୍କଲରେ ୧୨୩ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । କଟକ ଆରଡିସି ସର୍କଲରେ ୧୪୪ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି ।  ଉଚ୍ଚ କୋଟିର ଉପକରଣ ଦିଆଯାଇଛି । ବାତ୍ୟାରେ ବ୍ୟବହୃତ  ସମସ୍ତ ଆବଶ୍ୟକୀୟ ଯନ୍ତ୍ର ରଖାଯାଇଛି । ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ‘ମୋନ୍ଥା’ର ପ୍ରଭାବରେ  ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା  ଆରମ୍ଭ ହେଲାଣି । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ  ହେଲାଣି । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ  ସହ ଝିପିଝିପି ବର୍ଷା ହେଉଛି । ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏନେଇ ଏନଡିଆରଏଫ, ଏସଡିଆରଏଫ ଟିମ ସଜାଗ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking