14.1 C
Bhubaneswar
Saturday, December 6, 2025
Homeଓଡିଶାଗଞ୍ଜାମ, ଗଜପତିରେ ବର୍ଷା

ଗଞ୍ଜାମ, ଗଜପତିରେ ବର୍ଷା

ଭୁବନେଶ୍ୱର: ‘ମୋନ୍ଥା’ର ପ୍ରଭାବରେ  ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା  ଆରମ୍ଭ ହେଲାଣି । ଗୋପାଳପୁରରେ ପବନ ସହ ବର୍ଷା ଆରମ୍ଭ  ହେଲାଣି । ପାରଳାଖେମୁଣ୍ଡିରେ ଆକାଶ ମେଘାଚ୍ଛନ୍ନ  ସହ ଝିପିଝିପି ବର୍ଷା ହେଉଛି । ଦକ୍ଷିଣ ଓଡିଶାକୁ ରେଡ ଆଲର୍ଟ ଜାରି କରାଯାଇଛି । ଏନେଇ ଏନଡିଆରଏଫ, ଏସଡିଆରଏଫ ଟିମ ସଜାଗ ଅଛନ୍ତି । କାଲି ସଂଧ୍ୟା କିମ୍ବା ରାତିରେ  ଲ୍ୟାଣ୍ଡଫଲ କରିବ ମୋନ୍ଥା । ମଛଲିପଟମ ଓ କଳିଙ୍ଗପଟନମ  ମଝି କାକିନାଡା ଦେଇ ଅତିକ୍ରମ କରିବ । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ବହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking