17.1 C
Bhubaneswar
Sunday, December 7, 2025
Homeଓଡିଶାବାରହା ଫାସରେ ପଡି ପ୍ରେମିକ ମୃତ

ବାରହା ଫାସରେ ପଡି ପ୍ରେମିକ ମୃତ

କୋରାପୁଟ: ପ୍ରେମିକାକୁ ଦେଖା କରିବାକୁ ଯାଇ ପ୍ରେମିକର ଜୀବନ ଗଲା ।  ବାରହା ଫାସରେ ପଡି ପ୍ରେମିକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସିମିଳିଗୁଡା ବ୍ଲକ ଅଲ୍ଲି ଗାଁରେ । ସୂଚନା ଅନୁସାରେ ଯୁକ୍ତ ଦୁଇରେ ପଢୁଥିବା  ନାବାଳକ ଜଣଙ୍କ ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଜମିରେ ଏକ ବାରହା  ଶିକାର ପାଇଁ ଲାଗିଥିଲା । କରେଣ୍ଟ ଫାସ ସଂସ୍ପର୍ଶରେ ଆସିଥିଲେ । କରେଣ୍ଟ ଲାଗି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ  ପାସ ଲଗାଇଥିବା ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି  ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking