ନୂଆଦିଲ୍ଲୀ: ଦିଲ୍ଲୀରେ ବଡ ଘରଣର ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ୨ ଆତଙ୍କବାଦୀଙ୍କୁ ଗିରଫ କରିବାର ସଫଳତା ମିଳିଛି । ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରିଥିବା ଆଇଏସଆଇଏସରେ ମଡ୍ୟୁଲ ଧ୍ୱଂସ । ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲର ମିଳିତ ରେଡ ଏବଂ ଅସ୍ତ୍ରଶସ୍ତ୍ର , ଗୁଳି ଗୋଳା ଜବତ ହୋଇଛି । ଆଇଏସଆଇଏସ ଲିଙ୍କ ନେଇ ତନାଘନା ଜାରି ରହିଛି ।










