25.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶମୁମ୍ବାଇର ଜେଏମଏସ ବ୍ୟବସାୟ କେନ୍ଦ୍ରରେ ଅଗ୍ନିକାଣ୍ଡ

ମୁମ୍ବାଇର ଜେଏମଏସ ବ୍ୟବସାୟ କେନ୍ଦ୍ରରେ ଅଗ୍ନିକାଣ୍ଡ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ  ମୁମ୍ବାଇର  ଜେଏମଏସ  ବିଜନେସ ସେଣ୍ଟରରେ  ଅଗ୍ନିକାଣ୍ଡ ଘଟିଛି ।  ଜୋଗେଶ୍ୱରୀ  ପଶ୍ଚିମରେ ଥିବା ଏହି ବହୁମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି ।  ଘଟଣା ସମ୍ପର୍କରେ ସୂଚନା ପାଇବା ପରେ  ଅଗ୍ନିଶମବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନାରୁ ପ୍ରକାଶ ଯେ କୋଠାର ଉପରମହଲାରେ  ନିଆଁ  ଲାଗିଥିଲା । ସେଠାରେ ଅନେକ ଲୋକ ଫସିରହିଛନ୍ତି ।  କୌଣସି କ୍ଷୟକ୍ଷତିର, ମୃତାହତର ରିପୋର୍ଟ ପ୍ରକାଶ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking