18.1 C
Bhubaneswar
Friday, December 12, 2025
Homeଓଡିଶାବିଜେଡିର ବୟାନବାଜି ପିଲାଳିଆମି: ବିଜେପି

ବିଜେଡିର ବୟାନବାଜି ପିଲାଳିଆମି: ବିଜେପି

ଭୁବନେଶ୍ୱର: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ବିଜେଡିର ବୟାନ ନେଇ ବିଜେପିର ଜବାବ । ବିଜେପି ଜବାବ ଦେଇ କହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିଲେ, ସେଠାରେ ଗୁଣ୍ଡାମାନଙ୍କୁ କିଏ ୨୪ ବର୍ଷ ଧରି ସୁରକ୍ଷା ଦେଉଥିଲା । ସାମ୍ବାଦିକ ସମ୍ମିଳନୀରେ ବିଜେଡି ଅପରିପକ୍ୱତା ପରିଚୟ ଦେଇଛି । ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ରାଜନୀତି ନହେଉ । ନ୍ୟାୟର ତଦନ୍ତରେ ସମସ୍ତେ ସହେଯାଗ କରନ୍ତୁ । ଯେଉଁମାନଙ୍କ ସମ୍ପୃକ୍ତି ଅଛି ସେମାନେ ତଦନ୍ତ ପରିସରକୁ ଆସିବେ । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ସଠିକ୍ ତଦନ୍ତ ପାଇଁ । ଆଜି ବିଜେଡିର ବୟାନବାଜି ପିଲାଳିଆମି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking