32.1 C
Bhubaneswar
Saturday, May 2, 2026
Homeଓଡିଶାକଂଗ୍ରେସ ଭବନ ବାହାରେ ହାଇଡ୍ରାମା

କଂଗ୍ରେସ ଭବନ ବାହାରେ ହାଇଡ୍ରାମା

ଭୁବନେଶ୍ୱର: ଭୁବନେଶ୍ୱର କଂଗ୍ରେସ ଭବନ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସରେ ସାମିଲ ପାଇଁ ଆସି ଅନନ୍ତ ନାରାୟଣ ଓରଫ ନାଣ୍ଡୁ ଧଳ ହଟହଟ୍ଟା ହୋଇଛନ୍ତି । ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ କଂଗ୍ରେସରେ ମିଶିବାକୁ ଆସିଛନ୍ତି । ସେପଟେ କଂଗ୍ରେସ ଭବନରେ ପଡିଛି ତାଲା , ଖୋଲୁନି ଗେଟ । ପିସିସି ସଭାପତି ଭକ୍ତ ଦାସ ନୂଆପଡାରେ ଥିବା ବେଳେ କଂଗ୍ରେସ ଭବନରେ ଏଭଳି କିଛି କାଣ୍ଡ ଦେଖିବାକୁ ମିଳିଛି । କିଏ ଡାକିଛି ଜାଣିନୁ କହିଛନ୍ତି କଂଗ୍ରେସ କର୍ମୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking