30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଜମ୍ମୁ-କାଶ୍ମୀର ଏବଂ ଝାଡ଼ଖଣ୍ଡ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା

ଜମ୍ମୁ-କାଶ୍ମୀର ଏବଂ ଝାଡ଼ଖଣ୍ଡ ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଝାଡ଼ଖଣ୍ଡ ସମେତ ଚାରୋଟି ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଜମ୍ମୁ-କାଶ୍ମୀରର ଦୁଇଟି ଏବଂ ଝାଡଖଣ୍ଡର ଗୋଟିଏ ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କୁ ଚୂଡାନ୍ତ କରିଛି। ବିଜେପି ବଡଗମା ପାଇଁ ଆଗା ସୟଦ ମୋହସିନ ଏବଂ ନାଗ୍ରୋଟା ପାଇଁ ଦେବଯାନୀ ରାଣାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଝାଡଖଣ୍ଡର ଘାଟସିଲା ବିଧାନସଭା ଆସନ ପାଇଁ ବାବୁଲାଲ ସୋରେନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଏହା ବ୍ୟତୀତ ଓଡ଼ିଶାର ନୂଆପଡ଼ା ଆସନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରାଯାଇଛି ଏବଂ ତେଲେଙ୍ଗାନାର ଜୁବିଲି ହିଲ୍ସ ଆସନ ପାଇଁ ଲଙ୍କାଲା ଦୀପକ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking