25.1 C
Bhubaneswar
Sunday, February 22, 2026
Homeଓଡିଶାସଡକ ଦୁର୍ଘଟଣା: ୩ଗୁରୁତର, ୭ ଆହତ

ସଡକ ଦୁର୍ଘଟଣା: ୩ଗୁରୁତର, ୭ ଆହତ

ଗଞ୍ଜାମ: ଗଞ୍ଜାମ ଖୋର୍ଦ୍ଧା ସୀମାନ୍ତ  ଜଳି ଶଙ୍ଖ ନିକଟରେ ସଡକ ଦୁର୍ଘଟଣା।ବୋଲେରୋକୁ ପଛପଟୁ ଧକ୍କା ଦେଲା ଟ୍ରକ। ଛିଣ୍ଡିଗଲା ଡ୍ରାଇଭରଙ୍କ ହାତ। ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ  ୭ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଗାଁରୁ ଦର୍ଶନ ସାରି ବୋଲେରୋଟି ବ୍ରହ୍ମପୁର ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି।ରାସ୍ତା ପାଶ୍ୱର୍ରେ ଥିବା  ଏକ ଟ୍ରକକୁ  ଓଭରଟେକ କରି ବୋଲର ଟି ପାସ ହେଉଥିବା ବେଳେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ ବେଲୋରୋକୁ ଧକ୍କା ଦେଇ ଫେରାର ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking