21.1 C
Bhubaneswar
Saturday, December 6, 2025
Homeଓଡିଶାଆଇଏଏସ୍ ସ୍ତରରେ ଅଦଳବଦଳ

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର :  ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରଯାଇଛି। ଜାରି ବିଜ୍ଞପ୍ତି ଅନୁସାରେ..
୧) ଏନ୍‌.ଥିରୁମାଲା ନାଏକ – ସ୍କୁଲ୍ ଓ ଗଣିଶଇକ୍ଷା ବିାଭଗ ସଚିବ
୨) ମାନସୀ ନିମ୍ଭାଲ – ଉଠା ଜଳସେଚନ ନିଗମ ଏମ୍‌ଡି
୩) ସୁରେନ୍ଦ୍ର କୁମାର ମୀନା – ଏସ୍‌ସି/ଏସି ବିକାଶ ବିାଭଗର ଅତିରିକ୍ତ ସଚିବ
୪) ଶୁଭଶ୍ରୀ ନନ୍ଦ – ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ
୫) ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କୁ ଅତିରିକ୍ତ ଦାୟିତ୍ୱ। ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି।
୬) ଗିରିଶ ଏସ୍‌.ଏନ୍ – ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ
୭) ପ୍ରେମ୍‌ଜିତ୍ ନାୟକ – ଏସ୍‌ଟି ବିଭାଗର ନିର୍ଦ୍ଦେଶକ
୮) ଦୀପଙ୍କର ମହାପାତ୍ର – ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ
୯) ପ୍ରଣତି ଛୋଟରାୟ – ଗୃହ ବିଭାଗର ଅତିରିକ୍ତ ସଚିବ
୧୦) ନିବେଦିତା ପୃଷ୍ଟି – ବୟନିକା ଏମ୍‌ଡି
୧୧) ମଧୁସ୍ମିତା ସାମଲ – ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅତିରିକ୍ତ ସଚିବ
୧୨) ସଞ୍ଜୟ କୁମାର ବିଶ୍ୱାଳ – ବାଣିଜ୍ୟ ଓ ପରିବହନ ବିଭାର ଅତିରିକ୍ତ ସଚିବ
୧୩) କାହ୍ନୁ ଚରଣ ଧୀର – ମହିଳା ଓ ଶିଶୁ ବିଭାଗ, ମିଶାନ ଶକ୍ତି ଏବଂ ପର୍ଯ୍ୟଟନ ଓ ପରିବହନ ବିଭାଗର ନିର୍ଦ୍ଦେଶକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking