21.1 C
Bhubaneswar
Friday, February 6, 2026
Homeଓଡିଶାରାଜଧାନୀରେ କଂଗ୍ରେସର ପ୍ରତାରଣା ପ୍ରତିବାଦ ସମାବେଶ

ରାଜଧାନୀରେ କଂଗ୍ରେସର ପ୍ରତାରଣା ପ୍ରତିବାଦ ସମାବେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଯୁବ କଂଗ୍ରେସର ପ୍ରତାରଣା ପ୍ରତିବାଦ ସମାବେଶ । ଲୋୟର ପିଏମଜିରେ ସମାବେଶ ବେଳେ ପୋଲିସ ସହ ଯୁବ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ବ୍ୟାରିକେଡ ଭାଙ୍ଗି ରାଜଧାନୀରେ ହଙ୍ଗାମା କରୁଛନ୍ତି ଯୁବ କଂଗ୍ରେସ କର୍ମୀ ।  ଚାକିରି ବିକ୍ରି , ଭୋଟ ଚୋରି ଅଭିଯୋଗ ଆଣି ହଲାବୋଲ କଲେ କଂଗ୍ରେସ କର୍ମୀ । ସରକାର ଗାଦି ଛାଡ ନାରାବାଜି ଦେଇ ଆନ୍ଦୋଳନ କରିଛନ୍ତି ଯୁବ କଂଗ୍ରେସ କର୍ମୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking