ଭୁବନେଶ୍ୱର: ଅସରାଏ ବର୍ଷାରେ ଭୁବନେଶ୍ୱର ଉବୁଟୁବୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିିୟା । ପ୍ରତିକ୍ରିୟା ଦେଇ କହିଲେ ବର୍ଷାର ପରିମାଣ ଅଧିକ ଥିବାରୁ ରାଜଧାନୀରେ କୃତ୍ରିମ ବନ୍ୟା ସ୍ଥିତି ହେଲା । ଭୁବନେଶ୍ୱର ଡ୍ରେନେଜ ସିଷ୍ଟମରେ ତ୍ରୁଟି ରହିଛି, ସୁଧାର ଆଣାଯାଉଛି । ଭୁବନେଶ୍ୱରରେ ଆଇଆଇଟି ରୁର୍କୀ ମାଷ୍ଟର ପ୍ଲାନ୍ କରୁଛି । ଖୁବଶୀଘ୍ର ଡିପିଆର ଦେବ, ତାପରେ କାମ ଆରମ୍ଭ ହେବ ।










