14.1 C
Bhubaneswar
Saturday, December 6, 2025
Homeଓଡିଶାଗ୍ରାନାଇଟ ଖାଦାନରେ ବିସ୍ଫୋରଣ: ୩ ମୃତ

ଗ୍ରାନାଇଟ ଖାଦାନରେ ବିସ୍ଫୋରଣ: ୩ ମୃତ

ପାରଳାଖେମୁଣ୍ଡି: ଜଙ୍ଗଲପାଡୁ ସୀମାନ୍ତ  ଗ୍ରାନାଇଟ ଖାଦାନରେ ବିସ୍ଫୋରଣ  ହୋଇଛି । ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ହୋଇଛନ୍ତି। ମୃତକମାନେ ହେଉଛନ୍ତି ବିହାର , ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ । ଗୁରୁତରମାନେ ଶ୍ରୀକାକୁଲମ ଟେକାକୁଲମ ଟେକ୍କାଲି ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ମେଳିଆପୁଟି ଥାନା ପୋଲିସ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ  କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking