ଭୁବନେଶ୍ୱର: ନୂଆପଡା ବିଜେଡିର ଥିଲା , ରହିବ । ଏଭଳି କିଛି ଦୃଢୋକ୍ତି ବୟାନ ଦେଇଛନ୍ତି, ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । କହିଛନ୍ତି, ବିଧାୟକଙ୍କ ବିୟୋଗରେ ସିମ୍ପାଥି ରହିବ । ପ୍ରାର୍ଥୀ କିଏ ହେବେ ନବୀନ ବାବୁ ନିଷ୍ପତ୍ତି ନେବେ ।