16.1 C
Bhubaneswar
Saturday, December 6, 2025
Homeଓଡିଶାହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲା

ହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲା

ସମ୍ବଲପୁର: ହୀରାକୁଦ ଡ୍ୟାମର ୬ଟି ଗେଟ ଖୋଲାହେଲା  ା ବାମ ପଟର ୪ଟି ଗେଟ ଓ ଡାହାଣ ପଟର ୨ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଚି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୯୨.୩୭ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୪୯୪ କ୍ୟୁସେକ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୩ ହଜାର ୭୭୫୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ପୂର୍ବରୁ ହୀରାକୁଦରେ ୨୦ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking