13.1 C
Bhubaneswar
Sunday, December 7, 2025
Homeଓଡିଶାଗୃହରେ ଚାଉଳ ପାଇଁ ଶାସକ–ବିରୋଧୀ ମୁହାଁମୁହିଁ

ଗୃହରେ ଚାଉଳ ପାଇଁ ଶାସକ–ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ଗୃହରେ ବଳକା ଚାଉଳକୁ ନେଇ ଶାସକ- ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ବିଧାନସଭାରେ ଉଦେବେଗ ପ୍ରକାଶ ପାଇଛି । ଗୃହରେ ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଖାଉଟି ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଲେ, ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ ଟନ ଚାଉଳ ବଳକା ଅଛି । ଚାଉଳ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।  ଯଦି ସରକାର ନ ଉଠନ୍ତି, ନିଲାମ କରିବାକୁ ସରକାରଙ୍କ ଯୋଜନା । ୧୧ଟି ଜିଲ୍ଲାକୁ ୩ ମାସର ଅଧିକ ଚାଉଳ ଦିଆଯାଇଛି ।  ରାଜ୍ୟରେ ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥିଲା ।  ସେଥିରୁ ୫୦ ଲକ୍ଷ  ମେଟ୍ରିକ ଟନ ଚାଉଳ ବ୍ୟବହାର ହୋଇଛି ।  ୮ ବର୍ଷରେ କେନ୍ଦ୍ର ଉପରେ ୮ ହଜାର କୋଟି ଟହ୍‌କା ବାକି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking