27.1 C
Bhubaneswar
Wednesday, February 4, 2026
Homeଓଡିଶାଜନଜାତି ପାଇଁ ଯୋଜନା ଦିଗହରା: କେବଳ କାଗଜ କଲମରେ ସୀମିତ

ଜନଜାତି ପାଇଁ ଯୋଜନା ଦିଗହରା: କେବଳ କାଗଜ କଲମରେ ସୀମିତ

ଯାଜପୁର : ରାଜ୍ୟ ସରକାର ଆଦିମ ଜନଜାତିଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ପ୍ରକୃତ କ୍ଷେତ୍ର ରେ ଯୋଜନା ସଫଳ ରୂପାୟନ ହୋଇ ପାରୁ ନାହଁ lସରକାର ଙ୍କ ଜନ ଜାତି ର ଵିକାଶ ପାଇଁ କେବଳ ଗଣମାଧ୍ୟମ ରେ ପ୍ରକାଶ କରିବା ସଂଗେ ବିଭିନ୍ନ ସଭା ସମିତି ରେ ଭାଷଣ ବାଜି କରି ଡବଲ ଇଞ୍ଜିନ ସରକାର ବା ବା ବା ନେଉଛନ୍ତି ସରକାରୀ ମାନେ ଯୋଜନା ଗୁଡିକ କାର୍ଯ୍ୟ କାରି ନ କରି କାଗଜ କଲମ ରେ ସୀମିତ କରୁଛନ୍ତି ଯୋଜନା ଗୁଡିକ କେତେ ସଫଳ ହୋଇଛି ତାହା ତଦନ୍ତ ଓ ସମୀକ୍ଷl କରା ଯାଉନାହିଁ lଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ପୁର ବିକଶିତ ଜିଲ୍ଲା ଯାଜପୁର ରୋଡ ସହର ଅଚଳର 17ନମ୍ବର ୱାର୍ଡ ରସପଗାଡ଼ିଆ ପଦ୍ମପୁର ଅଧିବାସୀ ସାହି ର ରାମ ହସଦା କ୍ଷେତ୍ର ରେ ରାମ ହସଦା ନାମ ରେ ଗୁଣ୍ଟେ ବିଶ୍ୱେ ନାହଁ ଝାଟି ଜଙ୍ଗଲ ଜମି ରେ ଝାଟି ମାଟି ଘର ଘରେ ଚାଳ ଉପରେ ପଲିଥିନ ଚିରା ଲୁଗା ଜୁଳୁଛି ତାହାର ୪ ଟି ଛୁଆ ଓ ତାହାର ସ୍ତ୍ରୀ ଛାଡି ପଳାଇଛି ସେ ତାହାର ଷୋଳ ବର୍ଷ ର ଝିଅ ମୂଳ ଲାଗି ଯେଉଁ ପଇସା ଆଣନ୍ତି ସେଥିରେ ପରିବାର ଚଲାଇ ଵାକୁ କଷ୍ଟ ହେଉଛି କାମ ନ ମିଳିଲେ ସେଦିନ ପାଣି ପିଇ ଉପବାସ ରେ ଦିନ ଯାଏ l ଛୁଆ ମାନେ ଅଙ୍ଗନ ବାଡ଼ି ଯେଉଁ ଖାଦ୍ୟ ଖାଇ ଆସନ୍ତି ସେଥି ରେ ଦିନ ବିତାନ୍ତି l ରେସନ କାର୍ଡରୂ ବଂଚିତ ଛୁଆ ମାନେ ଛିଣ୍ଡା ବସ୍ତ୍ର ପିନ୍ଧନ୍ତି l ସେମାନଙ୍କ ଦୁଃଖ ଅବସ୍ଥା ନ କହିଲେ ଚାଲେ ସେମାନଙ୍କ ପାଇଁ ସରକାର ଯୋଜନା ଅପହଞ୍ଚ ଏଥିରୁ ସ୍ପଟ ବାରି ହେଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking