ଭୁବନେଶ୍ୱର: ୫୬ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଥିଲା ଅନ୍ତଦ୍ୟୋୟ ଘର ।ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । କହିଛନ୍ତି, ୫୬ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ବି ଯାଇଥିଲା କିସ୍ତି ଟଙ୍କା । ପ୍ରଥମେ ସାମିଲ ପରେ ପୁନଃ ତଦନ୍ତ କରି ବାଦ ଦେଇଛନ୍ତି ସରକାର । ସେମାନଙ୍କ ପାଖକୁ ଯାଇଥିବା ସମସ୍ତ ଅର୍ଥ ଫେରସ୍ତ ଆଣିଛନ୍ତି ସରକାର ।










