19.1 C
Bhubaneswar
Tuesday, February 10, 2026
Homeଓଡିଶାବଜରଙ୍ଗ ଦଳ ଆଗକୁ କାର୍ଯ୍ୟ ପନ୍ଥା ସମ୍ପର୍କରେ ବୈଠକ

ବଜରଙ୍ଗ ଦଳ ଆଗକୁ କାର୍ଯ୍ୟ ପନ୍ଥା ସମ୍ପର୍କରେ ବୈଠକ

ଯାଜପୁର: ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ତରଫରୁ ଆଗକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ବ୍ୟାସନଗର ପ୍ରଖଣ୍ଡ ଚୋରଦା କାଳୀ ମେଳଣ ପଡିଆ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବଜରଙ୍ଗ ଦଳ ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର, ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ରାଜକିଶୋର ମଲ୍ଲିକ, ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ପ୍ରଚାର ପ୍ରସାର ପ୍ରମୁଖ ଶ୍ରୀକାନ୍ତ ମହାପାତ୍ର, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ, ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି, ସୁକିନ୍ଦା ପ୍ରଖଣ୍ଡ ସହ ସଂଯୋଜକ ପ୍ରଶାନ୍ତ ରଣା, ବ୍ୟାସନଗର ପ୍ରଖଣ୍ଡ ସଂଯୋଜକ ଶାନ୍ତନୁ ସାହୁ, ସହ ସଂଯୋଜକ ସୁବାଷ ଜେନା, ଗୋରକ୍ଷା ପ୍ରମୁଖ ରଜତ ସେଠି, ଦାନଗଦି ପ୍ରଖଣ୍ଡ ସହ ସଂଯୋଜକ ଦୀପକ ମହାନ୍ତ, କୋରେଇ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ ସ୍ମୃତି ରଞ୍ଜନ ପଣ୍ଡା, ସୁରକ୍ଷା ପ୍ରମୁଖ ଚିତ୍ତରଞ୍ଜନ ମିଶ୍ର, ବିଂଝାରପୁର ପ୍ରଖଣ୍ଡ ସଂଯୋଜକ ସୁବୋଧ ଧଳ, ସହ ସଂଯୋଜକ ଦାସ ମୁରଲୀ ମୋହନ, ସୁରକ୍ଷା ପ୍ରମୁଖ ସୋମ୍ୟରଞ୍ଜନ ବିନ୍ଧାଣି. ଧର୍ମଶାଳା ପ୍ରଖଣ୍ଡ ସଂଯୋଜକ କିଶୋର ସାମଲ ଓ ନୂତନ ଦାୟିତ୍ୱ ପାଇଥିବା ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ସହ ସଂଯୋଜକ ବିଶ୍ୱନାଥ ମଲ୍ଲିକ ଓ ସଦର ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ସନ୍ତୋଷ ସାହୁ, ପ୍ରତାପ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକ ଦିବା ଏକ ଘଟିକାରେ ଶେଷ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking