24.1 C
Bhubaneswar
Friday, February 6, 2026
Homeଓଡିଶାବିଧାନସଭା ସୁରୁଖୁରୁରେ ଚାଲୁ: ପ୍ରସନ୍ନ

ବିଧାନସଭା ସୁରୁଖୁରୁରେ ଚାଲୁ: ପ୍ରସନ୍ନ

ଭୁବନେଶ୍ୱର: ବିଧାନସଭା ଚଲେଇବାରେ ସରକାର ବିଫଳ କହିଲେ ପ୍ରସନ୍ନ ଆଚାର୍ଯ୍ୟ । ଏହା ସହ ସେ କହିଲେ, “ବିଜେଡି ଚାହେଁ ବିଧାନସଭା ସୁରୁଖୁରୁରେ ଚାଲୁ । ଆଲୋଚନା କରିବାରେ ଅବକାଶ ସରକାର ଯୋଗେଇ ଦେଉନାହାନ୍ତି । ସରକାରଙ୍କ ମାନସିକତା କ’ଣ ବୁଝା ପଡୁନାହିଁ । ସାର ଠିକ୍ ସମୟରେ ମିଳିପାରୁନାହିଁ । ନାରୀ ନିର୍ଯାତନା ବଢିଚାଲିଛି । ଗୃହ ଚଲେଇବାକୁ କେବଳ ବିରୋଧୀଙ୍କ ଦାୟିତ୍ୱ ନୁହେଁ, ପ୍ରମୁଖ ଦାୟିତ୍ୱ ସରକାରୀ ଦଳର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking