ଭୁବନେଶ୍ୱର: ସଡକ ଦୁର୍ଘଟଣାରେ ଗତ ୫ ବର୍ଷର ତଥ୍ୟ ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । କହିଲେ, ୨୭ ହଜାର ୧୬୭ ଜଣଙ୍କ ମୃତ୍ୟୁ, ୫୦୦୪୧ ଜଣ ଆହତ । ସର୍ବାଧିକ ୨୦୨୪ରେ ୬୧୪୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୩ରେ ୨.୮୨%, ୨୦୨୪ରେ ୩.୧୯% ମୃତ୍ୟୁ ହୋଇଛି । ବିଧାୟକ ଟଙ୍କ ଧର ତ୍ରିପାଠୀଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି ।










