21.1 C
Bhubaneswar
Wednesday, February 11, 2026
Homeଓଡିଶାଆରମ୍ଭ ହେଲା କୁକୁର ଗଣନା

ଆରମ୍ଭ ହେଲା କୁକୁର ଗଣନା

ଭୁବନେଶ୍ୱର: ଆରମ୍ଭ ହେଲା କୁକୁର ଗଣନା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ  ଆରମ୍ଭ ହୋଇଛି କୁକୁର ଗଣନା ।ଗୁରୁବାର ଭୋର ୫ଟାରୁ ଆରମ୍ଭ ହୋଇ ସକାଳ ଟା ଯାଏଁ ଚାଲିଥିଲା ଗଣନା କାର୍ଯ୍ୟ । ଡିଟେଲ ସର୍ଭେ ମେଥଡରେ ହୋଇଛି ଗଣନା। ଏକକାଳୀନ ୬୭ଟି ୱାର୍ଡରେ ଚାଲିଥିବା ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି  ୪୧୦ଟି ଟିମ।ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ। ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନୀଟାରୀ ଇନ୍ସପେକ୍ଟର, ଏସଏମଟିଏମ,ଡିଇଓ,ସିଓ,ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି।ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଚାଲିବ କୁକୁର ଗଣନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking