30.1 C
Bhubaneswar
Sunday, May 17, 2026
Homeଖେଳଏସିଆ କପ୍ ଖେଳିବନି ପାକିସ୍ତାନ

ଏସିଆ କପ୍ ଖେଳିବନି ପାକିସ୍ତାନ

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୫ ଏସିଆ କପ୍ ରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ ମନା କରିଦେଇଛି ବୋଲି ଜିଓ ନ୍ୟୁଜ୍ ରିପୋର୍ଟ କରିଛି। ପାକିସ୍ତାନ ୟୁ ବିପକ୍ଷରେ ତା’ର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା। ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟୁର୍ଣ୍ଣାମେଣ୍ଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ ଖେଳାଳିମାନେ ହାତ ମିଳାଇବାକୁ ମନା କରିବା ପରେ ଉପୁଜିଥିବା ବିବାଦ ଯୋଗୁଁ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking