18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶମୋଦିଙ୍କ ଭେଟି: ମିଜୋରାମରେ ଗଡିଲା ଟ୍ରେନ

ମୋଦିଙ୍କ ଭେଟି: ମିଜୋରାମରେ ଗଡିଲା ଟ୍ରେନ

ନୂଆଦିଲ୍ଲୀ: ମିଜୋରାମକୁ  ପ୍ରଧାନମନ୍ତ୍ରୀ ମେଦିଙ୍କ ବଡ ଭେଟି  ା ରେଲୱେ ମାନଚିତ୍ରରେ ଯୋଡି ହେଲା ମିଜୋରାମ । ୧୨୭ ବର୍ଷରେ ମିଜୋରାମରେ ଗଡିଲା ପ୍ରଥମ ଟ୍ରେନ । ମିଜୋରାମରେ ପ୍ରଥମ ରେଲୱେ ଲାଇନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ବୈରବୀ- ସୈରାଙ୍ଗ ରେଲୱେ ଲାଇନ ଉଦଘାଟନ କଲେ ମୋଦି । ୩ଟି ନୂଆ ଏକ୍ସପ୍ରେସ ଟ୍ରେନର ବି ଶୁଭାରମ୍ଭ କଲେ । ମିଜୋରାମବାସୀଙ୍କ ପାଇଁ  ଆଜିର ଦିନ ଐତିହାସିକ ଦିନ କହିଲେ ମୋଦି । ନର୍ଥ ଇଷ୍ଟ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ନର୍ଥ ଇଷ୍ଟର ବିକାଶ ଅର୍ଥ ଦେଶର ବିକାଶ । ୨୦୨୩ ମେ ମାସରେ ରାଜ୍ୟର ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ମଣିପୁର ଗସ୍ତ। ଚଳିତ ବର୍ଷ ଫେବ୍ରିୁଆରିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ୍. ବିରେନ୍‌ ସିଂହଙ୍କ ଇସ୍ତଫା ପରଠାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking