15.1 C
Bhubaneswar
Saturday, December 6, 2025
Homeଓଡିଶାବାଦ ହିତାଧିକାରୀଙ୍କୁ ଯୋଡିବା ନେଇ ହୋଇପାରେ ନିଷ୍ପତ୍ତି: ପ୍ରଭାତୀ

ବାଦ ହିତାଧିକାରୀଙ୍କୁ ଯୋଡିବା ନେଇ ହୋଇପାରେ ନିଷ୍ପତ୍ତି: ପ୍ରଭାତୀ

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ କହିଲେ ପ୍ରଭାତୀ ପରିଡା । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା ।  ୩ ବିଭାଗକୁ ତଥ୍ୟ ମାଗିଛି  ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା । ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇଥିଲା । ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି । ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା ।  ୩ ବିଭାଗର ରିପୋର୍ଟ ଆଧାରରେ ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ରହିଛି ।  ବାଦ ହିତାଧିକାରୀଙ୍କୁ ଯୋଡିବା ନେଇ ହୋଇପାରେ ନିଷ୍ପତ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking