17.1 C
Bhubaneswar
Sunday, February 8, 2026
Homeଓଡିଶାବାଣୀବିହାରରେ ଭିସିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ବାଣୀବିହାରରେ ଭିସିଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରେ ଧସେଇ ପଶିଲେ ଛାତ୍ର । କୁଳପତିଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଛାତ୍ର ସଙ୍ଗଠନ ପକ୍ଷରୁ ବାଣୀବିହାର ବନ୍ଦ ପାଳନ କରାଯାଇଛି ।  ଭଡାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ଦାବି କରାଯାଇଛି । ଯିଏ ଅନଧିକୃତ ଭାବେ କ୍ୱାର୍ଟର୍ସ ମାଡି ବସିଛନ୍ତି ଖାଲି କରିବୁ କହିଲେ  ଭିସି । ବସ୍ତି ଭାଙ୍ଗିବା ପାଇଁ ବିଏମସି ସହ କଥାବାର୍ତ୍ତା କରିଛୁ । ଅଣଛାତ୍ରଙ୍କୁ ଖାଲି କରିବା ପରେ ଆକ୍ସନ ମୋଡରେ ଅଛନ୍ତି କର୍ତ୍ତୃପକ୍ଷ । ଆଜି ନୋଟିସ ଦିଆଯାଇଛି । ଏହା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking