20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଏହା ଗଣତନ୍ତ୍ର ପ୍ରତି ଅପମାନ: ବିଭୁ ତରାଇ

ଏହା ଗଣତନ୍ତ୍ର ପ୍ରତି ଅପମାନ: ବିଭୁ ତରାଇ

ନୂଆଦିଲ୍ଲୀ: ବିଜେଡିକୁ  ବିଜେପି ସାଂସଦ ବିଭୁ ତରାଇ ଟାର୍ଗେଟ କରିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନ ଦଳୀୟ ଆଧାର ନିର୍ବାଚନ ନୁହେଁ । ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବା ନିନ୍ଦନୀୟ । ଏହା ଗଣତନ୍ତ୍ର ପ୍ରତି ଅପମାନ । ଅନ୍ୟପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି ।   ଏନେଇ ଦଳୀୟ ବୈଠକରେ ନିଷ୍ପତ୍ତି  ହୋଇଥିବା ସୂଚନା ମିଳିଛି । ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି । ନିକଟରେ, ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ କରିବା । ନବୀନ ବାବୁ ଆମକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking