24.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସୋସିଆଲ ମିଡିଆ ବ୍ୟାନ: ନେପାଳରେ ବିକ୍ଷୋଭ

ସୋସିଆଲ ମିଡିଆ ବ୍ୟାନ: ନେପାଳରେ ବିକ୍ଷୋଭ

ନେପାଳ: ନେପାଳରେ ସୋସିଆଲ ମିଡିଆ ବ୍ୟାନ ନିଷ୍ପତ୍ତିକୁ ତୀବ୍ର ବିରୋଧ । କାଠମାଣ୍ଡୁରେ ଏକାଠି ହେଲେ ହଜାର ହଜାର ଯୁବଗୋଷ୍ଠୀ । ନେପାଳ ସଂସଦ ବାହାରେ  ନାରାବାଜୀ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ  ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ୟୁଟ୍ୟୁବ, ହ୍ୱାଟସଆପ, ମେଟା, ଏକ୍ସ ଭଳି ୨୬ଟି ପ୍ଲାଟଫର୍ମରେ ବନ୍ଦ କରିଛନ୍ତି ସରକାର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking