26.1 C
Bhubaneswar
Sunday, December 7, 2025
Homeଓଡିଶାକଟକ ଦୁର୍ଗାପୂଜା: ଆଜିଠୁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା

କଟକ ଦୁର୍ଗାପୂଜା: ଆଜିଠୁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା

କଟକ: କଟକ ଦୁର୍ଗାପୂଜା ପାଇଁ  ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ  ଅନୁମତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠୁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା । ଆଜିଠୁ ୩ ଦିନ ଯାଏଁ ଚାଲିବ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ଅନୁମତି । ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ । ମେଟ, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି ଆବେଦନ କରିବେ । ଆବେଦନର ୩ ଦିନ ପରେ ଯାଞ୍ଚ କରି ପ୍ରାଥମିକ ରିପୋର୍ଟ  କମିଟିକୁ ଦିଆଯିବ । ୨୨ ତାରିଖ ସୁଦ୍ଧା ସମସ୍ତ ପୂଜା କମିଟିକୁ ପୂଣ୍ଣାଙ୍ଗ ଏନଓସି ଦିଆଯିବ । ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଲାଇଟ ଗେଟକୁ ଅନୁମତି ମିଳିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking