16.1 C
Bhubaneswar
Sunday, December 7, 2025
Homeଓଡିଶାହୀରାକୁଦରେ ଖୋଲିଲା ୨୦ଟି ଗେଟ୍

ହୀରାକୁଦରେ ଖୋଲିଲା ୨୦ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ  ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ଦୃଷ୍ଟିରେ ରଖି  ଆଜି ସକାଳଏ ପୁଣି ଚାରୋଟି ଗେଟ ଖୋଲି ଦିଆଯାଇଛି । ଏବେ ମୋଟ ୨୦ଟି ଗେଟ  ଖୋଲାଯାଇଛି । ବାମପଟେ ୧୩ ଓ ଡାହାଣ ପଟେ ୭ଟି ଗେଟ ଖୋଲା ରହିଛି ।  ଅନ୍ୟପଟରେ  ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ   ହୀରୀକୁଦ ଜଳଭଣ୍ଡାରର ୨୦ଟି ଗେଟ ଖୋଲାଯାଇଥିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢିବାର ଆଶଙ୍କା ରହିଛି ।  ଫଳରେ ହୀରାକୁଦ ଡ୍ୟାମର   ତଳ ମୁଣ୍ଡରେ ଥିବା  ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking