27.1 C
Bhubaneswar
Saturday, December 6, 2025
Homeଓଡିଶା୪ କୁଇଣ୍ଟାଲ ଗଞ୍ଜେଇ ଜବତ

୪ କୁଇଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ: ଡଙ୍ଗାପାଇଗୁଡାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କାକିରିଗୁମା ପୋଲିସ । ଚାଲାଣ ବେଳେ ମାଡିବସିଲା ଗଞ୍ଜେଇ ଭର୍ତ୍ତି ଗାଡି । ଘଟଣାସ୍ଥଳରୁ ଗୋଟିଏ ବୋଲେରୋ ଓ ଗୋଟିଏ ଟ୍ରକ ଜବତ ହୋଇଛି । ଅଭିଯୁକ୍ତ କାଳୁ ସିଂକୁ ଗିରଫ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking