17.1 C
Bhubaneswar
Tuesday, February 10, 2026
Homeଓଡିଶାଜଙ୍ଗଲରୁ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମୃତଦେହ ଉଦ୍ଧାର

ବରଗଡ: ଭେଡେନ ବ୍ଲକ ପପାଙ୍ଗା ପାହାଡ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର କନ୍ଧମାଳ ଜିଲ୍ଲା  ସିଲିକିଟ ଗାଁରେ  । ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଲିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking