25.1 C
Bhubaneswar
Wednesday, December 10, 2025
Homeଓଡିଶାସାର ଚୋରିରେ ବିଜେପି – ବିଜେଡି ସାମିଲ: ଭକ୍ତ

ସାର ଚୋରିରେ ବିଜେପି – ବିଜେଡି ସାମିଲ: ଭକ୍ତ

ଭୁବନେଶ୍ୱର: ସାର ଚୋରି ପ୍ରସଙ୍ଗରେ ବର୍ଷିଲେ ପିସିସି ସଭାପତି ଭକ୍ତ ଦାସ । ବିଜେପି, ବିଜେଡି ଉପରେ ବର୍ଷିଲେ  ଭକ୍ତ ଦାସ । ସାର ଚାଷୀଙ୍କ  ପାଖକୁ ନଯାଇ  କୁଆଡେ ଗଲା?  ଏହାର ହିସାବ ଦେବେ କି ସରକାର ପ୍ରଶ୍ନ ପଚାରିଛନ୍ତି ଭକ୍ତ ଦାସ । କଳାବଜାରୀ ବିରୋଧରେ କେତେ କାଯ୍ୟାନୁଷ୍ଠାନ  ହୋଇଛି କୁହନ୍ତୁ । ବିଜେଡିକୁ ପଲିଟିକାଲ ସ୍ପେସ ଦେବାପାଇଁ ଉସୁକାଉଛନ୍ତି ବିଜେପି । ସାର ଚୋରିରେ ବିଜେପି ସହ ବିଜେଡି ମଧ୍ୟ ସାମିଲ ହୋଇଛନ୍ତି । ଯଦି ଅସତ୍ୟ, ବିଧାନସଭାରେ ସରକାରଙ୍କୁ ଘେରିବ କି ବିଜେଡି । ବିଜେଡି ସବୁ କ୍ଷେତ୍ରରେ ବିଜେପିକୁ ସମର୍ଥନ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking