19.1 C
Bhubaneswar
Tuesday, December 9, 2025
Homeଓଡିଶାପ୍ରଶ୍ନ କରିବାର ଅଧିକାର ବିଜେଡିର ନାହିଁ: ମନମୋହନ

ପ୍ରଶ୍ନ କରିବାର ଅଧିକାର ବିଜେଡିର ନାହିଁ: ମନମୋହନ

ଭୁବନେଶ୍ୱର: ନିଅଣ୍ଟିଆ ସାର ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କୁ ପ୍ରଶ୍ନ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାର ଉପରେ କହିବାକୁ ବିରୋଧୀ ଦଳ ନେତାଙ୍କ ନୈତିକତା ନାହିଁ । ପୂର୍ୱ ସରକାର ବର୍ଷ ବର୍ଷ ଧରି ୟୁରିଆ  ଯୋଗାଇ ପାରୁ  ନଥିଲେ । ବିଭିନ୍ନ ସମୟରେ ରାସ୍ତାରୋକ ଓ ହୋହଲ୍ଲା ହେଉଥିଲା । ସାର ନେଇ ହଜାର ହଜାର ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା । ତାଙ୍କର ବଡ ବଡ ନେତାଙ୍କ ସମ୍ପୃକ୍ତି ରହିଥିଲା । ଦଳୀୟ ପାଣ୍ଠିକୁ ଟଙ୍କାଯିବା ଅଭିଯୋଗ ଆସିଥିଲା । ସାର ଯୋଗାଇ ଦବାକୁ ସରକାର  ସମସ୍ତ ବ୍ୟବସ୍ଥା  କରୁଛନ୍ତଚି । ଆମ ସରକାର ନିମ୍ବ  କୋଟେଡ ୟୁରିଆ ଦେଲେ । ସମବାୟ ବିଭାଗ ଅନ୍ୟ ବିଭାଗ ସହ ସମନ୍ୱୟ ରଖି କାମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking