14.1 C
Bhubaneswar
Saturday, December 6, 2025
Homeଓଡିଶାଏଫଏମ୍ ଛାତ୍ରୀ ମୃତ୍ୟୁ: ଜିଲ୍ଲାପାଳ ଏସ୍‌ପିଙ୍କୁ ଭେଟିଲେ ବାପା

ଏଫଏମ୍ ଛାତ୍ରୀ ମୃତ୍ୟୁ: ଜିଲ୍ଲାପାଳ ଏସ୍‌ପିଙ୍କୁ ଭେଟିଲେ ବାପା

ବାଲେଶ୍ବର: ଜିଲ୍ଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତ ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀଙ୍କ ବାପା। କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ । ୪ ଗିରଫ ହୋଇଛନ୍ତି, କିନ୍ତୁ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି। ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇନି । ଲାସ୍ୟସ ଏନେଇ ଜିଲ୍ଲାପାଳ ଓ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking