16.1 C
Bhubaneswar
Tuesday, February 10, 2026
Homeଓଡିଶାନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଦେବଗଡ: ଦେବଗଡରେ ଅଭାବନୀୟ ଘଟଣା ଘଟିଛି। ଖଳିନାଳି ଛକରେ ଥିବା ଏକ ମହୁଲ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ରିଆମାଳ ଥାନା ଖଜୁରୀଦର୍ହ ଗାଁର ସୁକାନ୍ତି ସମର୍ଥା ବୋଲି ଜଣାପଡିଛି। ୫ ଦିନ ହେଲା ସେ ନିଖୋଜ ଥିବାବେଳେ ଆତ୍ମହତ୍ୟା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking