17.1 C
Bhubaneswar
Tuesday, December 9, 2025
Homeଓଡିଶାତଳ ଆଡୁ ୨ ନମ୍ବରରେ ଥିଲା: ମୁଖ୍ୟମନ୍ତ୍ରୀ

ତଳ ଆଡୁ ୨ ନମ୍ବରରେ ଥିଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତଳ ଆଡୁ ୨ ନମ୍ବରରେ ଥିଲା କହି ପୂର୍ବ ବିଜେଡି ସରକାରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ଓୟୁଏଟି ସ୍ଥିତ କୃଷିଶିକ୍ଷା ସଦନଠାରେ ଆୟୋଜିତ ସିଏମ୍ କିଷାନ ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ଆମ ସରକାରରେ ଚାଷୀଙ୍କୁ ବାର୍ଷିକ ୫୮ ହଜାର ଟଙ୍କା ସହାୟତା ଦିଆଯାଉଛି । ୧୪ ମାସ ପୂର୍ବରୁ ରିପୋର୍ଟ କହୁଛି ଚାଷୀଙ୍କ ଲାଭ ହେଉନଥିଲା । ବେଶୀ କ୍ଷତି ହେଉଥିଲ. ଅନ୍ୟ ରାଜ୍ୟ ଚ।।ଷୀଙ୍କ ତୁଳନାରେ ପଛରେ ରହୁଥିଲା । ଖରିଫ, ରବିରେ ୧୯ ଲକ୍ଷ ୭୨ ହଜାର ଚାଷୀଙ୍କୁ ଇନ୍‌ପୁଟ୍ ସବସିଡି ଦିଆଯାଇଛି । ରେକର୍ଡ ପରିମାଣର ୯୨ ଲକ୍ଷରୁ ଉର୍ଦ୍ଧ୍ୱ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ଚାଷୀଙ୍କୁ ୭୫୩୭ କୋଟି ଟଙ୍କା ଇନ୍‌ପୁଟ୍ ସବ୍‌ସିଡି ଦିଆଯାଇଛି । ସୁଭଦ୍ରା, ପିଏମ୍ କିଷାନ, ସିଏମ କିଷାନ ମିଶାଇ ବାର୍ଷିକ ଆୟ ୫୮ ହଜାରକୁ ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking