21.1 C
Bhubaneswar
Friday, February 6, 2026
Homeଓଡିଶାଥାନାରୁ ହଟିବ ଜବତ ଗାଡି: ବିଏମସି

ଥାନାରୁ ହଟିବ ଜବତ ଗାଡି: ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡି ପଡି ରହିବା ଯୋଗୁଁ  ସହରର ସୌନ୍ଦଯ୍ୟ ନଷ୍ଟ ହୋଇଛି । ଗାଡି ହଟିଲେ ଜାଗା ସଫାହେବ, ରାଜସ୍ୱ ବଢିବ କହିଛନ୍ତି ମେୟର ସୁଲୋଚନା ଦାସ । ପୋଲିସ କମିଶନରକୁ ଚିଠି କରିବ ଭୁବନେଶ୍ୱର ମହାନିଗର ନିଗମ । ଥାନା ସହ ବିଏମସିର ଅବ୍ୟବହୃତ ଓ ଅଚଳ ଗାଡି ସ୍କ୍ରାବ ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking