16.1 C
Bhubaneswar
Saturday, December 6, 2025
Homeଓଡିଶାଅମଲା ଆନ୍ଦୋଳନ ପଛରେ ବିଜେଡି: ମନ୍ତ୍ରୀ

ଅମଲା ଆନ୍ଦୋଳନ ପଛରେ ବିଜେଡି: ମନ୍ତ୍ରୀ

ଭୁବନେଶ୍ୱର:  ସୋମବାରରେ  କାଯ୍ୟରେ  ଯୋଗ ଦେଇପାରନ୍ତି ଅମଲା କର୍ମଚାରୀ । ଅମଲା ସଂଘ ଆଲୋଚନା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  ବୟାନ ରଖିଛନ୍ତି । କହିଛନ୍ତି, ଅମଲା ଆନ୍ଦୋଳଳନ ପଛରେ ବିଜେଡି ଥିବା କହିଲେ ରାଜସ୍ୱ ମନ୍ତ୍ରୀ । ସଂଘର  ବିଜେଡି ଦ୍ୱାରା ପ୍ରେରିତ ହୋଇ ଆନ୍ଦୋଳନ କରୁଛନ୍ତି ।  ସେମାନେ ସମସ୍ୟାର ସମାଧାନ ଚାହୁନାହାନ୍ତି । ସମାଧାନ ପାଇଁ ସମୟ ଲାଗିବ । ବିଧି ବ୍ୟବସ୍ଥା ଭିତରେ ହେବ । ବିଗତ ସରକାର  ଯେତେ ସମସ୍ୟା ଛାଡିକି ଯାଇଛନ୍ତି । ତାହା ସୁଧାରୁଛୁ । ଲୋକଙ୍କୁ ହଇରାଣରେ ନପକାଇ କାଯ୍ୟରେ  ଯୋଗ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking