17.1 C
Bhubaneswar
Tuesday, December 9, 2025
Homeଓଡିଶାଟ୍ରେନ୍‌ରୁ ଖସି ପଡି ଜଣେ ମୃତ

ଟ୍ରେନ୍‌ରୁ ଖସି ପଡି ଜଣେ ମୃତ

ରାଉରକେଲା: ରାଉରକେଲାରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଚଳନ୍ତା ଟ୍ରେନ୍‌ରୁ ଖସିପଡି ଜଣେ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ବନ୍ଧମୁଣ୍ଡା ଅଞ୍ଚଳର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି । ଟ୍ରେନରେ ଚଢିବା ସମୟରେ ତଳକୁ ଖସି ପଡିଥିଲେ । ରାଉରକେଲାରୁ ଦୁର୍ଗ ଯାଉଥିବା ଟ୍ରେନ୍‌ରେ ଚଢୁଥିବା ସମୟରେ ଘଟିଛି ଏହି ବଡ ଅଘଟଣ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking